Trending
Wednesday , June 3 , 2026
30

ପୁଅଙ୍କ କଥା କହି କହି କାନ୍ଦିଲେ ସୁର ରାଉତ୍ ........!!
କେଉଁ ଦଳକୁ ଯିବେ ମନ୍ମଥ.....!!
ରାଜ୍ୟ କଂଗ୍ରେସରେ ସୁରଙ୍କ ଝଡ ........!!
କଂଗ୍ରେସରେ ଯୋଗ ଦେବେ କି ସୁରଙ୍କ ପୁଅ ମନ୍ମଥ ......!!
 କାହିଁକି ଏପରି ନିଷ୍ପତି ନେଲେ ,ଏହି ନିଷ୍ପତି ପଛରେ କଣ କାରଣ ରହିଛି ଆସନ୍ତୁ ଜାଣିବା .......!!

“ହଁ ଦର୍ଶକ ବନ୍ଧୁ ”.......!!
ସାନ ପୁଅ ନିଲମ୍ବନ ଅଭିଯୋଗରେ ନିଜ ଦଳ ଉପରେ ବର୍ଷିଛନ୍ତି ସୁର ରାଉତ । ପୁଅ   
ମନ୍ମଥଙ୍କୁ ନିଲମ୍ବନା କରି ସୁରଙ୍କ ପ୍ରତି ଅସମ୍ମା କରିଛନ୍ତି ବୋଲି କହିଛନ୍ତି । ସୁର ରାଉତ ସନ୍ତୋଷ ସିଂଙ୍ଗ୍ PCC ଶୃଙ୍ଖଳା କମିଟି ଅଦକ୍ଷଙ୍କୁ ପ୍ରଶ୍ନ କରିଛନ୍ତି ଯେ ଦଳ ଭିତରେ କାହାକୁ ନିଲମ୍ବନ କରା ଯିବା କାହାକୁ ନୁହେଁ , ଏ କଥା ପଚାରିବାକୁ ସେ କିଏ ବୋଲି କହିଛନ୍ତି । 

ଆଉ ନିର୍ବାଚନ ଲଢିବେ ନାହିଁ  ସୁରରାଉତ ,ତାଙ୍କ ପରେ ତାଙ୍କ ପୁଅ ମନ୍ମଥ ନିର୍ବାଚନ ଲଢିବେ ବୋଲି ସେ ଘୋଷଣା କରିଛନ୍ତି ।କିନ୍ତୁ ଏପଟେ ସୁର ରାଉତଙ୍କ ପୁଅ ମନ୍ମଥ କହିଛନ୍ତି କଂଗ୍ରେସରୁ ନିର୍ବାଚନ ଲଢିବେନି । ଏବଂ ଅକ୍ଟୋବରରେ ବଡ ଖୁଲାସ ହେବ ବୋଲି କହିଛନ୍ତି । ମନ୍ମଥ କହିଛନ୍ତି ଯେ ବାପା ମନା କଲେ ଛାଡିଦେବି  ରାଜନୀତି । ମନ୍ମଥଙ୍କ ଟିମ୍ ଏକ ଜଟଣୀ ସର୍ଭେ କରିଥିଲେ ,ଆଉ ସେହି ରିପୋର୍ଟ ଅନୁସାରେ ଜଣାପଡୁଛି ଯେ କଂଗ୍ରେସକୁ ଦେଖିବାକୁ ଇଛା ପ୍ରକାଶ କରୁନାହାନ୍ତି ଜଟଣୀ ବାସୀ । ସେ କେଉଁ  ଦଳରେ ଯୋଗ ଦେବେ ତାହା ଅକ୍ଟୋବରରେ ଘୋଷଣା  ହେବ ବୋଲି କହିଛନ୍ତି । ଏକ ନିଧିଷ୍ଟ ଗୋଷ୍ଟି ଦଳକୁ କିଣି ରଖିଛନ୍ତି ସୁରରାଉତ । ଜଟଣୀ ବିଧାୟକଙ୍କ ବୟାନ ପରେ ଏବେ ରାଜ୍ୟ କଂଗ୍ରେସରେ କମ୍ପନ ସୃଷ୍ଟି ହେବା ସହ ସନ୍ତୋଷ ସିଂଙ୍ଗ୍ ଙ୍କ ମନରେ ଛନକା ପସିଛି । 
ତେବେ ମନ୍ମଥ କେଉଁ ଦଳରେ ଓ ବଡ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ତାକୁ ନେଇ ଏବେ ବଡ ଚଚ୍ଛାରେ ଅଛନ୍ତି । ଜଟଣୀ ବିଧାନ ସଭା କଂଗ୍ରେସ ନିର୍ବାଚନ ମଣ୍ଡଳରେ ପ୍ରତିବାଦ ଆଣିଛନ୍ତି । ତାଙ୍କ ବଦଳରେ ତାଙ୍କ ପୁଅ ଲଢିବ ବୋଲି ସୁର ଘୋଷଣା କରିଥିଲେ ଏବଂ ତାଙ୍କ ପୁଅ ମଧ୍ୟ ରାଜିଥିବା କଥା କୁହାଯାଉଥିଲା । କିନ୍ତୁ ଜଟଣୀ ବିଜେପି ସଜାଡୁଥିବା ବେଳେ ମନ୍ମଥଙ୍କ ମନ ହଟାତ୍ କାହିଁ ବଦଳିଥିଲା ସେ ବିଷୟରେ ଏବେ ଖବର ଜୋର୍ ଜାର୍ ଚାଲିଛି । 

Tags :- # news # tvp news9 # tvp # tvpnews

Share With